ଭିନ୍ନ ଜାତିରେ ବାହା ହେବାରୁ ୨୫.୬୦ ଲକ୍ଷ ଟଙ୍କା ଜରିମାନା

ଆନନ୍ଦପୁର : ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଜଣେ ଯୁବକଙ୍କୁ ଗ୍ରାମସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହାଛଡ଼ା ତାଙ୍କୁ ନିଆଁପାଣି ବାସନ୍ଦ କରାଯାଇଛି। ଏଭଳି ଘଟଣା ଘଟିଛି ଘସିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ, ଏହି ଗ୍ରାମର ମହେଶ୍ବର ବାସ୍କେ ନିକଟସ୍ଥ ନାଗାଡ଼ାହି ଗ୍ରାମର ଜଣେ ଯୁବତୀଙ୍କୁ ୬ ମାସ ତଳେ ବିବାହ କରିଥିଲେ। ଯୁବତୀ ଜଣଙ୍କ … Continue reading ଭିନ୍ନ ଜାତିରେ ବାହା ହେବାରୁ ୨୫.୬୦ ଲକ୍ଷ ଟଙ୍କା ଜରିମାନା